ସାଆନ୍ତ ! 🥺 By Krishna Samantara
କି ଅବା ଗରିମା ବଖାଣିବି ସାଆନ୍ତ ତୁମର, ଭକ୍ତ ପାଁଇ କଳିଯୁଗେ ନେଲ ବାମନ ଅବତାର, ଷାଠିଏ ପଉଠି ଭୋଗ କୁ ଛାଡି ଆସିଛ ବଡଦାଣ୍ଡ କୁ ଧାଇଁ,ବ୍ରହ୍ମାଣ୍ଡ ରେ ନାହଁ ଠାକୁର ଏମିତି ଭକତ ପାଁଇ ଯେ ଆତୁର ଯେମିତି,କିଏ ଡାକେ ସୁନା! କିଏ ଡାକେ ଧନ! କିଏ କୁହେ ଆହ!! ସୁଖି ଯାଇଛି ମୋ କାଳିଆ ବଦନ!,ତୁମ ପାଦ ପଦ୍ମେ ସଦା ରହୁ ମୋର ମନ, ହେ କୃଷ୍ଣ ହେ ରାମ କହି ଯାଉ ମୋ ଜୀବନ।
ଜୟ ଜଗନ୍ନାଥ 🙏
@Krishna_Samantara


Comments
Post a Comment