କଳା ମୁହଁ by Debi Prasanna Das

କଳା ମୁହଁ ସତେ ଉଆଁଶ ରାତି
ସେ ରାତି କୁ ଦେଖି ଖୋଜେ ମୁକତି ।।
ଭକତ ଜୀବନ ଅମୂଲ ଧନ
ସେ ଧନ ପାଇଁ ବ୍ୟାକୁଳ  ମନ ।।
ହସ କେବେ ନାଲି କେବେ ସେ କଳା
ସେ ହସ କୁ ଦେଖି ଭକତ ଭୋଳା ।।
ଭକତ ରସିକ ଅଟୁ ଟି ତୁହି
ଭକ୍ତ ବିନା କିମ୍ପା ରହି ପାରାଇ ।
©Debi Prasanna Das

Comments